ମିଆଦି ହୁଣ୍ଡି
ଦେଖଣା
ମିଆଦି ହୁଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଆଦି ହୁଣ୍ଡି
|
ଦେଶଜ - ବିଶେଷ୍ୟ - (ମହାଜନୀ ସିରସ୍ତା)
[ସମ୍ପାଦନା]ଯେଉଁ ହୁଣ୍ଡିରେ ଟଙ୍କା ଦେବା ପାଇଁ ଆଦିଷ୍ଟ ବ୍ୟକ୍ତିର ଦେଖିବାର ନିର୍ଦ୍ଦିଷ୍ଟ ମିଆଦ (ଯଥା—୩୧: ଦିନ, ୬୧: ଦିନ, ୯୧: ଦିନ) ପରେ ବରାଦି ଟଙ୍କା ଦେବା ପାଇଁ ନିର୍ଦ୍ଦିଷ୍ଟ ହୋଇଥାଏ —A bill of exchange payable some fixed days after sight.
(ହୁଣ୍ଡ଼ି ତଳେ ନୋଟ୍ ଦେଖ)