ମିଉଜିଅମ୍

ଉଇକିଅଭିଧାନ‌ରୁ

ମିଉଜିଅମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମ୍ୟୁଜିଅମ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଇଂରାଜୀ - ମିଉଜିଅମ୍)[ସମ୍ପାଦନା]

ଯାଦୁ ଘର; ଯେଉଁ ଗୃହରେ ପ୍ରାଚୀନ ଓ ଦ୍ରଷ୍ଟବ୍ୟ ପଦାର୍ଥମାନ ସଂରକ୍ଷିତ ହୋଇ ଥାଏ —Museum.