ମିଛ
ଦେଖଣା
ମିଛ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ମିଥ୍ୟା; ପ୍ରା. ମିଚ୍ଛା)
[ସମ୍ପାଦନା]- ୧. ଅନୁତ; ଅସତ୍ୟ; ମିଥ୍ୟାକଥା —Lie; falsehood.
- ୨. ଆବାସ୍ତବ ବିଷୟ —୨. Unreal thing or matter.
[ଉ— ସେ ବୃକ୍ଷମମୂଳେ ଥିବା ମିଛ ପଥ ଚାଲିବାଟି ପ୍ରତ୍ୟକ୍ଷ [ସତ—ବିପରୀତ] ଭୂପତି. ପ୍ରେମମଞ୍ଚାମୃତ ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସତ୍ୟ —୧. False.
- ୨. ଲୋକଙ୍କ ଦେଖାଇବା ପାଇଁ କରାଯିବା; ବାହ୍ୟ —୨. Outward; affected.
- ୩. ଆବାସ୍ତବ —୩. Unreal.
- ୪. ଅମୂଳକ; ବୃଥା —୪. Vain; groundless; baseless.
- ୫. ନିଷ୍ପଳ —୫. Fruitless.