ମିଛ
ମିଛ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -(ସଂସ୍କୃତ - ମିଥ୍ୟା; ପ୍ରା. ମିଚ୍ଛା)[ସମ୍ପାଦନା]
- ୧. ଅନୁତ; ଅସତ୍ୟ; ମିଥ୍ୟାକଥା —Lie; falsehood.
- ୨. ଆବାସ୍ତବ ବିଷୟ —୨. Unreal thing or matter.
[ଉ— ସେ ବୃକ୍ଷମମୂଳେ ଥିବା ମିଛ ପଥ ଚାଲିବାଟି ପ୍ରତ୍ୟକ୍ଷ [ସତ—ବିପରୀତ] ଭୂପତି. ପ୍ରେମମଞ୍ଚାମୃତ ]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଅସତ୍ୟ —୧. False.
- ୨. ଲୋକଙ୍କ ଦେଖାଇବା ପାଇଁ କରାଯିବା; ବାହ୍ୟ —୨. Outward; affected.
- ୩. ଆବାସ୍ତବ —୩. Unreal.
- ୪. ଅମୂଳକ; ବୃଥା —୪. Vain; groundless; baseless.
- ୫. ନିଷ୍ପଳ —୫. Fruitless.