Jump to content

ମିଥିଳା

ଉଇକିଅଭିଧାନ‌ରୁ

ମିଥିଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମିଥି=ନିମି ରାଜାଙ୍କ ପୁତ୍ର+ଅଛି ଅର୍ଥରେ ଳ+ଆ, ମିଥି ରାଜାଙ୍କ ରାଜ୍ୟ)[ସମ୍ପାଦନା]

ଆଧୁନିକ ତ୍ରିହୁତ ବିଭାଗ (ଏଥିରେ ରାଜା ଜମକ ରାଜତ୍ୱ କରୁଥିଲେ) ପ୍ରାଚୀନ ବିଦେହ — The ancient country now represented by modern Tirhoot.

[ଦ୍ରଷ୍ଟବ୍ୟ —ପୂରାକାଳରେ ନିମ ରାଜାଙ୍କ ପୁତ୍ର ସୁନାମାନୁସାରେ ଏ ନଗର ବସାଇ ଥିଲେ ମିଥି ଏ ନଗରର ଜନନକାରୀ ଥିବାରୁ ଏହାଙ୍କ ନାମ ଜନକ ହୋଇଥିଲା ଓ ତାଙ୍କ ବଂଶଧର ମିଥିଳାର ରାଜାମାନେ ଜନକ ଉପାଧିରେ ଭୂଷିତ ହେଉଥିଲେ ଉତ୍ତରକାଳରେ ମିଥିଳା ଦେଶ ସଂସ୍କୃତ ବିଦ୍ୟାର ଆଲୋଚନା ପାଇଁ ପ୍ରସିଦ୍ଧ ଲାଭ କରିଥିଲା—ସୁବଳଚନ୍ଦ୍ର ବାଙ୍ଗଳା ଅଭିଧାନ]