ମିଥ୍ୟାଦୃଷ୍ଟି
ମିଥ୍ୟାଦୃଷ୍ଟି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ନାସ୍ତିକତା —୧. Atheism;
- ୨. ଅସତ୍ୟ ଭାବ ବା ବାଧାରଣା —୨. Heresy; false view;
- ୩. ଯଜ୍ଞାଦି କର୍ମ କରିବା ହେତୁରୁ ସ୍ୱର୍ଗାଦି ସୁଖ ପ୍ରାପ୍ତି ହୁଏ, ଏଥିର ଅସ୍ୱୀକାର —୩. Disagreement with the view that one attains beaven by the performance of vedic sacrifices.