ମିନିଟ୍

ଉଇକିଅଭିଧାନ‌ରୁ

ମିନିଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ମିନିଟି, ମଣ୍ଟ୍, ମିଣ୍ଟି—ଗ୍ରାମ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମିନିଟ୍)[ସମ୍ପାଦନା]

୧. ଏକ ଘଣ୍ଟାର ୬ ଭାଗରୁ ଏକ ଭାଗ; ପ୍ରାୟ ୨/?/: ପଳ ସମୟ —୧. A minute of time.
୨. କୋଣର ଏକ ଡିଗ୍ରିର ୬ ଭାଗରୁ ୧ ଭାଗ —୨. A minute of degree of an angle.
୩. (ଇଂରାଜୀ - ମିନିଟ୍ସ୍) ସଭାର ଅଧିବେଶନରେ କାର୍ଯ୍ୟ ବିବରଣ — ୩. The minutes of a meeting.