ମିନିଟ୍
ଦେଖଣା
ମିନିଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମିନିଟି, ମଣ୍ଟ୍, ମିଣ୍ଟି—ଗ୍ରାମ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମିନିଟ୍)
[ସମ୍ପାଦନା]- ୧. ଏକ ଘଣ୍ଟାର ୬ ଭାଗରୁ ଏକ ଭାଗ; ପ୍ରାୟ ୨/?/: ପଳ ସମୟ —୧. A minute of time.
- ୨. କୋଣର ଏକ ଡିଗ୍ରିର ୬ ଭାଗରୁ ୧ ଭାଗ —୨. A minute of degree of an angle.
- ୩. (ଇଂରାଜୀ - ମିନିଟ୍ସ୍) ସଭାର ଅଧିବେଶନରେ କାର୍ଯ୍ୟ ବିବରଣ — ୩. The minutes of a meeting.