ମିଳ

ଉଇକିଅଭିଧାନ‌ରୁ

ମିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମିଳ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ମିଳନ; ସଂଯୋଗ — ୧. Union.
୨. ସମ୍ମତି — ୨. Consent.
୩. ଐକ୍ୟ —୩. Oneness; unity.
୪. ସମତା —୪. Similarity.
୫. ମତୈକ୍ୟ — ୫. Agreement.