ମିଳାଇ ଯିବା
ମିଳାଇ ଯିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ମିଳାଇ ଯିବା
|
ଦେଶଜ - କ୍ରି. (ଅକର୍ମକ)[ସମ୍ପାଦନା]
- ୧. ପଚିଯିବା — ୧. To be rotten.
- ୨. ବିଲୀନ ହେବା— (ଯଥା—ପାଣିରେ ଚିନି ବା ଲୁଣ ମିଳାଇ ଯିବା) —୨. To be dissolved in.
- ୩. (ଲକ୍ଷଣାର୍ଥ)—ବିସୃତ ହେବା, ଲୋପ ହେବା —୩. To be totally forgotten.
[ଉ—ସଭା ସମିତିମାନଙ୍କରେ ପ୍ରସ୍ତାବିତ କୌଣସି ବିଷୟ ପାସ୍ ହୋଇଯିବା ପରେ କାର୍ଯତଃ ତାହା ଏକାବେଳେ ମିଳାଇ ଯାଏ ]