ମିଶା
ଦେଖଣା
ମିଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଶା
|
ଦେଶଜ - ବିଶେଷଣ - (ସଂସ୍କୃତ - ମିଶ୍ର)
[ସମ୍ପାଦନା]- ୧. ମିଶ୍ରିତ —୧. Mixed.
[ଉ—କରୁଣା ମିଶା ଅନୁରାଗ, କଟାକ୍ଷ ବଚନ ସୁଭଗ ଜଗନ୍ନାଥ. ଭାଗବତ ]
- ୨. ଅନ୍ୟ ପଦାର୍ଥ ସଙ୍ଗେ ମିଶ୍ରିତ ହୋଇଥିବା —୨. Adulterated.
- ୩. ବର୍ଣ୍ଣସଙ୍କର — ୩. Hybrid or mixed caste.
ବିଶେଷ୍ୟ -
[ସମ୍ପାଦନା]- ୧. ମିଶ୍ରଣ —୧. Mixing
- ୨. (ଗଣିତ) ଯୋଗ କରଣ; ମିଶାଣ; ସଂକଳନ —୨. (arithmetic) Addition.
[ଉ—ହର୍, ଗୁଣ, ଫେଡ଼୍, ମିଶା; ଆଉ ସବୁ ପାଠ ଫସରଫସା—ପ୍ରବଚନ ]
ପ୍ରାଦେଶିକ - (ସମ୍ୱଲପୁର ଓ ଜୟପୁର) ଅ
[ସମ୍ପାଦନା]ମଧ୍ୟ —Also.
[ଉ— ମାଧବ ମିଶା ଚୋର ବାର୍ଗିର୍ ଲୁଚ୍ଲାନି=ମାଧବ ମଧ୍ୟ ଚୋର ପରି ଲୁଚିଲାଣି ]