ମିଶାଇବା

ଉଇକିଅଭିଧାନ‌ରୁ

ମିଶାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଶ୍ର ଧାତୁର ପ୍ରୟୋଜନ ରୂପ)[ସମ୍ପାଦନା]

୧. (ଏକାଧିକ ପଦାର୍ଥ) ମିଶ୍ରିତ କରିବା — ୧. To mix up.
୨. ଗୋଳାଇ ଦେବା — ୨. To adulterate; to dissolve.
୩. (ଗଣିତ) ରାଶିମାନଙ୍କୁ ଯୋଗ କରିବା —୩. To add up some number.
୪. ଏକ ବସ୍ତୁକୁ ଅନ୍ୟ ବସ୍ତୁ ସଙ୍ଗେ ସଂଯୋଗ କରିବା —୪. To join a thing with another.
୫. ମେଳାଇବା; ଦୁଇଟି ବନ୍ଧୁଙ୍କୁ ମିଳିତ କରାଇବା; ମେଳ କରାଇବା —୫. To cause to meet or associate; to reconcile; to effect reconciliation between.
୬. କୌଣସି ବ୍ୟକ୍ତିକୁ ଆପଣା ଦଳରେ ବା ସଙ୍ଗରେ କାର୍ଯ୍ୟ କରିବାକୁ ଦେବା; ଆପଣାର ଦଳଭୁକ୍ତ କରିବା —୬. To cause or allow a person to work or mix in one's company; to admit a person as one's colleague.