ମିଶାଣ
ଦେଖଣା
ମିଶାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଫେଡ଼ାଣ—ବିପରୀତ)
ଅନୁବାଦ
[ସମ୍ପାଦନା]ମିଶାଣିଆ, ମିଶୁଆଣ(ଳ) ଅନ୍ୟରୂପ
ମିଶାଣୀ, ମିଶାଣେଈ, ମିଶୁଆଣୀ(ଳୀ)ସ୍ତ୍ରୀଲିଙ୍ଗ
ଅନୁବାଦ
[ସମ୍ପାଦନା]ମିଶାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଶ୍ରଣ)
[ସମ୍ପାଦନା]- ୧. (ଗଣିତ) ସଂଖ୍ୟାମାନଙ୍କୁ ଯୋଗ କରିବା —୧. (arithmetic) Addition.
- ୨. ମିଶ୍ରଣ —୨. Mixing up.
- ୩. ମିଳନ — ୩. Meeting toghter.
- ୪. ଏକତ୍ର କରିବା — ୪. Gathering up.
- ୫. ଏକାଧିକ ବସ୍ତୁର ମିଶ୍ରଣରେ ଉତ୍ପନ୍ନ ବସ୍ତୁ —୫. Mixture; a compound.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଅନ୍ୟ ଲୋକଙ୍କ ସଙ୍ଗେ ମିଳି ମିଶି କଳେ; ମିଳାପୀ — ୧. Affable; sociable; disposed to mix with other people.
- ୨. (ପରିବା) ଯାହା ଅନ୍ୟ ପରିବା ସଙ୍ଗେ ପାକ ହେଲେ ମିଶି ଯାଏ —୨. (vegetable) Which gets mixed up with other vegetables when cooked.
[ଦ୍ରଷ୍ଟବ୍ୟ —ସାରୁ, ଆଳୁ, କଖାରୁ ପ୍ରଭୃତିକୁ ଅଳ୍ପମାତ୍ର ସିଝାଇଲେ ଘୋଳି ହୋଇ ଯାଇ ଅନ୍ୟ ପରିବାମାନଙ୍କ ସଙ୍ଗେ ମିଶିଯାଏ ବୋଲି ଏମାନଙ୍କୁ ମିଶାଣ ପରିବା କହନ୍ତି]