ମିଶାଣ

ଉଇକିଅଭିଧାନ‌ରୁ

ମିଶାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଫେଡ଼ାଣ—ବିପରୀତ)

ଅନୁବାଦ[ସମ୍ପାଦନା]

ମିଶାଣିଆ, ମିଶୁଆଣ(ଳ) ଅନ୍ୟରୂପ

ମିଶାଣୀ, ମିଶାଣେଈ, ମିଶୁଆଣୀ(ଳୀ)ସ୍ତ୍ରୀଲିଙ୍ଗ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଶ୍ରଣ)[ସମ୍ପାଦନା]

୧. (ଗଣିତ) ସଂଖ୍ୟାମାନଙ୍କୁ ଯୋଗ କରିବା —୧. (arithmetic) Addition.
୨. ମିଶ୍ରଣ —୨. Mixing up.
୩. ମିଳନ — ୩. Meeting toghter.
୪. ଏକତ୍ର କରିବା — ୪. Gathering up.
୫. ଏକାଧିକ ବସ୍ତୁର ମିଶ୍ରଣରେ ଉତ୍ପନ୍ନ ବସ୍ତୁ —୫. Mixture; a compound.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେଉଁ ବ୍ୟକ୍ତି ଅନ୍ୟ ଲୋକଙ୍କ ସଙ୍ଗେ ମିଳି ମିଶି କଳେ; ମିଳାପୀ — ୧. Affable; sociable; disposed to mix with other people.
୨. (ପରିବା) ଯାହା ଅନ୍ୟ ପରିବା ସଙ୍ଗେ ପାକ ହେଲେ ମିଶି ଯାଏ —୨. (vegetable) Which gets mixed up with other vegetables when cooked.

[ଦ୍ରଷ୍ଟବ୍ୟ —ସାରୁ, ଆଳୁ, କଖାରୁ ପ୍ରଭୃତିକୁ ଅଳ୍ପମାତ୍ର ସିଝାଇଲେ ଘୋଳି ହୋଇ ଯାଇ ଅନ୍ୟ ପରିବାମାନଙ୍କ ସଙ୍ଗେ ମିଶିଯାଏ ବୋଲି ଏମାନଙ୍କୁ ମିଶାଣ ପରିବା କହନ୍ତି]