ମିଶ୍ରଜ
ଦେଖଣା
ମିଶ୍ରଜ
ଉଚ୍ଚାରଣ
[ସମ୍ପାଦନା](ମିଶ୍ରଜା, ମିଶ୍ରଜାତା—ସ୍ତ୍ରୀ)
(ମିଶ୍ରଜାତ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଂ—(ମିଶ୍ର+ ଜଲ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଦୁଇ ଭିନ୍ନ ଜାତିର ମିଶ୍ରଣରୁ ଉତ୍ପନ୍ନ —Produced from the mixture of two castes or species.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ମିଶ୍ରଜାତି (ଦେଖ) - —୧. Miṡra jāti (See)
- ୨. ଖଚ୍ଚର (ହିନ୍ଦୀ - ଶ). ଅଶ୍ୱତର —୨. Mule.