Jump to content

ମୁକାମ୍

ଉଇକିଅଭିଧାନ‌ରୁ

ମୁକାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା, ମକାନ୍)

[ସମ୍ପାଦନା]
୧. ବାସସ୍ଥାନ — ୧. Residence.
୨. ବସା ଘର; ଅସ୍ଥାୟୀ ବାସ ସ୍ଥାନ —୨. Temporary resdience or lodging.
୩. ଗୃହ; କୋଠା ଘର ଆଦି —୩. Building; palatial house.
୪. (ଆରବୀ - ମୁକାମ୍) କୌଣସି ବ୍ୟକ୍ତିର ରହିବାର ଠିକଣା —୪. Address or the whereabouts of a person.
୫. ପଥିକର ଯାତ୍ରାକାଳୀନ ରାତ୍ରି ଯାପନ ସ୍ଥାନ —୫. A place where a traveller halts for the night in the course of travelling.
୬. ପଥିକର ଏକ ଦିନ ଚାଲିବା ପରେ ଏକ ସ୍ଥାନର ରାତ୍ରି ଯାପନ —୬. A traveller's halt for the night after one day's travelling.

(ଯଥା—କଟକରୁ ପୁରିକୁ ଯିବାକୁ ହେଲେ ବାଟରେ ଦୁଇ ମୁକାମ କରିବାକୁ ହେବ)

୭. ସତ୍ୟନାରାୟଣ ପୂଜା ସମୟରେ ଅସ୍ଥାନ ବା ପୀଢ଼ା ଉପରେ ପଞ୍ଚ ଦେବତାଙ୍କୁ ଉତ୍ସର୍ଗ କରାଯାଇ ପାନ ଉପରେ ରଖାଯିବା ପାଚିଲା କଦଳୀ —୭. Ripe plantains placed on betel leaves and dedicated to the five Deities who are invoked during the Satyanaamcr;rāyaṇa pūjā ceremony.