ମୁଖା

ଉଇକିଅଭିଧାନ‌ରୁ

ମୁଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖକୋଷ)[ସମ୍ପାଦନା]

୧. ମୁଖକୋଷ; ମୁଖାଚ୍ଛାଦନ; ଯାତ୍ରା ସୁଆଙ୍ଗ ଆଦିରେ ନିଜ ମୁହଁକୁ ଘୋଡ଼ାଇ ଅନ୍ୟ ଯେଉଁ କୃତିମ ମୁଖ ପିନ୍ଧିବା —୧. A mask worn on the face in masquerades.

[ଉ— ମୁଖାର ଯୋଗାଡ଼ ନାହିଁ ଅଛି ତାଙ୍କ ମୁଖା ପ୍ରାଚୀ, ବ୍ରହ୍ମନିରୁପଣଗୀତା]

୨. ବନ୍ୟବୃକ୍ଷବିଶେଷ [ଦ୍ରଷ୍ଟବ୍ୟ —ଏହା ପାହାଡ଼ ଉପରେ ଥିବା ରୁକ୍ଷ ଯାଗା ମାନଙ୍କରେ ଜନ୍ମେ] ୨. Schebera Swietenioides (Haines).

ଦେଶଜ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ, ଯଥା ବାନର ମୁଖା;)[ସମ୍ପାଦନା]

ମୁଖଯୁକ୍ତ —Faced, having a face.

କ୍ରି.ବିଶେଷଣ -[ସମ୍ପାଦନା]

ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା— ଉତ୍ତର ମୁଖା; ପୂର୍ବମୁଖା) ===

କୌଣସି ଦିଗକୁ ମୁହଁ କରି —Facing toward, with face turned towareds.