ମୁଖା
ଦେଖଣା
ମୁଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଖା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖକୋଷ)
[ସମ୍ପାଦନା]- ୧. ମୁଖକୋଷ; ମୁଖାଚ୍ଛାଦନ; ଯାତ୍ରା ସୁଆଙ୍ଗ ଆଦିରେ ନିଜ ମୁହଁକୁ ଘୋଡ଼ାଇ ଅନ୍ୟ ଯେଉଁ କୃତିମ ମୁଖ ପିନ୍ଧିବା —୧. A mask worn on the face in masquerades.
[ଉ— ମୁଖାର ଯୋଗାଡ଼ ନାହିଁ ଅଛି ତାଙ୍କ ମୁଖା ପ୍ରାଚୀ, ବ୍ରହ୍ମନିରୁପଣଗୀତା]
- ୨. ବନ୍ୟବୃକ୍ଷବିଶେଷ [ଦ୍ରଷ୍ଟବ୍ୟ —ଏହା ପାହାଡ଼ ଉପରେ ଥିବା ରୁକ୍ଷ ଯାଗା ମାନଙ୍କରେ ଜନ୍ମେ] ୨. Schebera Swietenioides (Haines).
ଦେଶଜ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ, ଯଥା ବାନର ମୁଖା;)
[ସମ୍ପାଦନା]ମୁଖଯୁକ୍ତ —Faced, having a face.
କ୍ରି.ବିଶେଷଣ -
[ସମ୍ପାଦନା]ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା— ଉତ୍ତର ମୁଖା; ପୂର୍ବମୁଖା) ===
କୌଣସି ଦିଗକୁ ମୁହଁ କରି —Facing toward, with face turned towareds.