Jump to content

ମୁଠା

ଉଇକିଅଭିଧାନ‌ରୁ

ମୁଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃଷ୍ଟି, ପ୍ରା, ମୁଟ୍ଟି)[ସମ୍ପାଦନା]

୧. ସଂସ୍କୃତ - କୁଞ୍ଚିତ କରତ — Clenched palm of the hand; clutch.

[ଉ—ମୁଠା କରି ବେନି ହସ୍ତେ କେ ଧରିବ କହ ଭୀମଭୋଇ, ବ୍ରହ୍ମନିରୁପଣଗୀତା]

୨. ସଂକୃଞ୍ଚିତ କରତଳ ମଧ୍ୟରେ ରହି ପାରିବ ବସ୍ତୁର ପରିମାଣ — ୨. A handful.
୩. ତରବାରି ଆଦିର ବେଣ୍ଟ — ୩. The hilt or handle of a sword.
୪. ଜଙ୍ଗଲର ଥଣ୍ଟ; ଯେଉଁଠାରେ ଲଙ୍ଗଳକୁ ଧରି ବୁଲାଇବାକୁ ହୁଏ —୪. The handle of a plough.
୫. (ସଂସ୍କୃତ - ମସଷ୍ଟି) ପ୍ରଗନ୍ନା; ରାଜ୍ୟର ଅଂଶ ବିଶେଷ; ଗ୍ରାମସମଷ୍ଟି —୫. Pergunna; name of a fiscal division of a state; a collection of villages taken as a unit.
୬. ଅକ୍ତିଆରି; ଆୟତ୍ତ —୬. Control clutches.
୭. ଏକ— ପ୍ରକାର ଚାମର —୭. A kind of chowrie fan.
୮. ଏକହାତରେ ପିନ୍ଧାଯିବା କାଚ ବା ଶଙ୍ଖା —୮. One set of choories or glass bangles put on one hand.
୯. ଖଡ଼ିକା ବା ଡାଳଆଦି ଏକତ୍ର ବନ୍ଧା ହୋଇଥିବା ଛାଞ୍ଚୁଣି ଓ ପହରା —୯. A cluster of twigs or wickers bound into a broomstrick.
୧. ତାସ୍ର ପୂରା ୫୨: ଖଣ୍ଡ —୧୦. A full set of playing cards.
୧୧. ବଣ୍ଟା ହେବା ପରେ ପ୍ରତ୍ୟେକ ଖେଳାଳିଙ୍କ ହାତରେ ଥିବା ତାସ୍ମାନ — ୧୧. The equel number of playing cards in the hand of each individual player before the game begins.
୧୨. ପ୍ରତ୍ୟେକ ଖେଳାଳୀ ଖଣ୍ଡିଏ ଖଣ୍ଡିଏ ତାସ୍ ଖେଳିବା ପରେ ଯେଉଁ ତାସଗୁଡ଼ିକ ଉଠାଇ ନିଆ ଯାଏ —୧୨. The group of playing cads which is thrown at a time and which is won by one of the players,

ପ୍ରାଦେଶିକ - (ଗଡ଼ଜାତ)[ସମ୍ପାଦନା]

କନ୍ଧମାନଙ୍କର

ଗ୍ରାମ ମଣ୍ଡଳୀ —A group of khond villages.

ଦେଶଜ - ବିଶେଷଣ -[ସମ୍ପାଦନା]

ମୁଷ୍ଟିମେୟ —Handful of.

ପ୍ରାଦେଶିକ - ବିଶେଷ୍ୟ - (ପାନବରଜୀଙ୍କ ଭାଷା)[ସମ୍ପାଦନା]

୧. ବରଜୀବଙ୍କର ସନ୍ତକ — ୧. The mark of illiterte betel-leaf-growers.
୨. ଦୁଇ ପୋତର ଛୁଞ୍ଚି ମୁଣ୍ଡାଇଥିବା ଶେଷ ଗଣ୍ଠି —୨. The last knot of string which ties the roof-bamboo put above a row of betal creepers.