ମୁଠାତଳ
ଦେଖଣା
ମୁଠାତଳ
ଉଚ୍ଚାରଣ
[ସମ୍ପାଦନା](ମୁଠାଭିତର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁଠାତଳ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଆପଣାର କରାୟତ୍ତରେ ଥିବା; ନିଜର ଆୟତ୍ତାଧୀନ —Under one's control or clutches.
[ଉ—ସେ ମୋ ମୁଠାତଳ ଲୋକ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଜର ଆୟତ୍ତାଧୀନତା; ବଶ୍ୟତା; ଅଧିକାର —Control.