ମୁଣ୍ଡାଳି

ଉଇକିଅଭିଧାନ‌ରୁ

ମୁଣ୍ଡାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୁଣ୍ଡ)[ସମ୍ପାଦନା]

୧. ଅଗ୍ରଭାଗ —୧. The end (of anything)

(ଉ—ଶେଣୀ ମୁଣ୍ଡାଳିମାନେ ଖମ୍ୱକୁ ନିକିଲି ୮ ଆଙ୍ଗୁଳ ଲେଖାଏଁ ଥିବ ଜଗବନ୍ଧୁ ପ୍ରାଚୀନ ଉତ୍କଳ)

୨. ଇଟା ପାଚିରିର ଅଗରେ ଦିଆଯାଇଥିବା (କାନ୍ଥଠାରୁ ଚଉଡ଼ା) ବେତ —୨. The top of a parapet (which is thicker than the main wall)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୧. କାନ୍ଥର ସର୍ବୋଚ୍ଚ ଅଂଶ — ୧. The highest part or summit of a wall.
୨. କୌଣସି ପଦାର୍ଥର ସବୁଠାରୁ ଉପର ଅଂଶ ବା ଶେଷ ଭାଗ —୨. The uppermost part or top of anything.
୩. ପ୍ରାଦେଶିକ - (ପୁରୀ ଜିଲ୍ଲା)ବି— ଖୁରୁଡ଼ ନଡ଼ିଆ ଛଡ଼ାଇବାରେ ବ୍ୟବହୃତ ଏକ ପ୍ରକାର ଅସ୍ତ୍ର; ମୁଣ୍ଡା —୩. A pike to peel off the rinds of dried cocoanuts.