ମୁଣ୍ଡି

ଉଇକିଅଭିଧାନ‌ରୁ

ମୁଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡ)[ସମ୍ପାଦନା]

୧. ଯଷ୍ଟିଆଦିର ଅଗ୍ରଭାଗ — ୧. The top of stick.
୨. ସ୍ତନର ଅଗ୍ରଭାଗ; ଭୁଣ୍ଡି; ଚୁଚୁକ —୨. Nipple of the female breast.
୩. ମୁଣ୍ଡିତିକା (ଦେଖ) - ୩. A medicinal plant; muṇḍitikā (See)
୪. ମୁଳରୁ ହଣା ହୋଇଥିବା ଶାଖାବିହିନ (ଶାଳ ପିଆଶାଳ ଆଦି କାଠର ଗଣ୍ଡି) —୪. The branches trunk of a tree cut at the ground level.
୫. କାଠର ବଡ଼ ଗଡ଼ —୫. A log of timber.
୬. ବାଇଗଣ ଓ କାକୁଡ଼ି ଆଦି ଫଳର ବୃନ୍ତ ସଂଲଗ୍ନ ଅଂଶ —୬. The part of a brinjāl or cucumber which adjoins the stalk.
୭. ଦେଉଳର ଅଗ୍ରଭାଗ —୭. The top of a temple.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

କେଳି କଦମ୍ୱ ଗଛ —A kind of tree; Stephygyne parvifolia; Neuclia Parvifolia.