ମୁଣ୍ଡିକା

ଉଇକିଅଭିଧାନ‌ରୁ

ମୁଣ୍ଡିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମୁଣ୍ଡି ମୁଣ୍ଡିକା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡିତିକା)[ସମ୍ପାଦନା]

ବଟୁଆଗୁଡ଼ି ଶାଗ; ମୋଡ଼ା ଛୁଇ (ଦେଖ) - Sphaeranthus Indicus; Moṟḍ̠ā chhuiñ (See)

[ଦ୍ରଷ୍ଟବ୍ୟ —ଏହା ସୋମରାଜ୍ୟାଦି ବର୍ଗର ବର୍ଷାୟୂଃ ରୋମଶ ଶାକବିଶେଷ ଏହା ସାଧାରଣତଃ ଧାନ କ୍ଷୋତରେ ଜନ୍ମେ ପତ୍ର ଏକୋତ୍ତର ଓ ଦନ୍ତୁର, ଫୁଲ ଗାଢ଼, ନାଲିଆ ଏବଂ ବଟୁଆ ଭୁଣ୍ଡି ଆକାର ବିଶିଷ୍ଟ ଶୀତ କାଳରେ ଏହା ଫୁଟେ ଶୁଷ୍କ ମଞ୍ଜରୀ ଦେଖିବାକୁ ଛୋଟ ପଣସ— କଠା ପରି ଲମ୍ୱ ଗଛ ଗନ୍ଧହୀନ ଏଥିରେ ଛେଲି ଔଷଧରେ ଲାଗେ ଏହା କଟୁ, ବିପାକ, ଉଷ୍ଣବୀର୍ଯ୍ୟ, ମଧୁର ରସ, ଲଘୁ ଓ ମେଧାଜନକ ଏହା ଗଳଗଣ୍ଡ, ଅପଚୀ, ଶ୍ଳୀପଦ, ଅରୁଚି, ମୁତ୍ରକୃଛ୍ର, କ୍ରିମିଯୋନି— ରୋଗ, ପାଣ୍ଡୁ, ଅପସ୍ମାର, ପ୍ଲୀହା, ମେଦ, ଓ ଗୃହ୍ୟାସ୍ଥି ରୋଗ ନାଶକ]