ମୁଣ୍ଡୁଳି
ଦେଖଣା
ମୁଣ୍ଡୁଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ମୁଣ୍ଡଳ[ଳି]—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡଳ)
[ସମ୍ପାଦନା]ବୃତ୍ତାକାର ଚିତ୍ର — A circular drawing.
ମୁଣ୍ଡୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୁଣ୍ଡ)
[ସମ୍ପାଦନା]- ୧. ଅଗ୍ରଭାଗ —୧. The end (of anything)
(ଉ—ଶେଣୀ ମୁଣ୍ଡାଳିମାନେ ଖମ୍ୱକୁ ନିକିଲି ୮ ଆଙ୍ଗୁଳ ଲେଖାଏଁ ଥିବ ଜଗବନ୍ଧୁ ପ୍ରାଚୀନ ଉତ୍କଳ)
- ୨. ଇଟା ପାଚିରିର ଅଗରେ ଦିଆଯାଇଥିବା (କାନ୍ଥଠାରୁ ଚଉଡ଼ା) ବେତ —୨. The top of a parapet (which is thicker than the main wall)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. କାନ୍ଥର ସର୍ବୋଚ୍ଚ ଅଂଶ — ୧. The highest part or summit of a wall.
- ୨. କୌଣସି ପଦାର୍ଥର ସବୁଠାରୁ ଉପର ଅଂଶ ବା ଶେଷ ଭାଗ —୨. The uppermost part or top of anything.
- ୩. ପ୍ରାଦେଶିକ - (ପୁରୀ ଜିଲ୍ଲା)ବି— ଖୁରୁଡ଼ ନଡ଼ିଆ ଛଡ଼ାଇବାରେ ବ୍ୟବହୃତ ଏକ ପ୍ରକାର ଅସ୍ତ୍ର; ମୁଣ୍ଡା —୩. A pike to peel off the rinds of dried cocoanuts.
ମୁଣ୍ଡୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡଳ)
[ସମ୍ପାଦନା]- ୧. ମଣ୍ଡଳାକାର ରେଖା; ବୃତ୍ତ —୧. Circle.
- ୨. ମଣ୍ଡଳାକାର ଚିତ୍ର — ୨. Circular drawing.
[ଦ୍ରଷ୍ଟବ୍ୟ — ପିଲାମାନେ ପ୍ରଥମେ ବିଦ୍ୟାରମ୍ଭ କରି ଖଡ଼ି ଛୁଇଁଲାବେଳେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଉଚ୍ଚାରଣ କରି ଭୂଇଁରେ ତିନିଗୋଟି ମୁଣ୍ଡୁଳା କାଟନ୍ତି]