ମୁଣ୍ଡ କାନ ଆଉଁସିବା
ଦେଖଣା
ମୁଣ୍ଡ କାନ ଆଉଁସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ କାନ ଆଉଁସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନନ୍ୟୋପାୟ ହେବା; ନାଚାର ହେବା —To be helpless; to have no other alternative.
- ୨. ଆପଣା ଭାଗ୍ୟକୁ ଆଦରିବା —୨. To be reconciled to one's lot.
[ଉ—ମୁଣ୍ଡକାନ ଆଉଁସି ଯେ ଯାହା ଘରକୁ, ବାହାରିଗଲେ କଥା ନ କହି କାହାକୁ କୃଷ୍ଣିସିଂହ ମହାଭାରତ ବନ]