Jump to content

ମୁତ୍‌ଫର୍କା

ଉଇକିଅଭିଧାନ‌ରୁ

ମୁତ୍‌ଫର୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମତ୍ଫରକା—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ମୁତ୍ଫର୍ରିକ=ଭିନ୍ନ, ପୃଥକ୍ ପୃଥକ୍)

[ସମ୍ପାଦନା]
୧. ବିବିଧ; ନାନାଜାତୀୟ ବସ୍ତୁ— ମିଶ୍ରିତ —୧. Miscellaneous; sundry; mothley; mixed.
୨. ଅନା; ବଶ୍ୟକ; ବାଜେ —୨. Unimportant.

(ଦ୍ର— ଅଦାଲତରେ ଚଳୁଥିବା ଅସଲ ମକଦ୍ଦମାରୁ ତତ୍ ସଂପର୍କୀୟ କୌଣସି ଅବ୍ନାନ୍ତର ବିଷୟ ଘେନି ବିବାଦ ବା ଦାବୀ ଉପସ୍ଥାପିତ ହେଲେ ତାହାକୁ ସେହି ମୂଳ ମକଦ୍ଦମାର ମୁତଫର୍କା ମକଦ୍ଦମା କୁହାଯାଏ)