Jump to content

ମୁଥ

ଉଇକିଅଭିଧାନ‌ରୁ

ମୁଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୁଷ୍ଟି)

[ସମ୍ପାଦନା]
୧. ଆଘାତୋଦ୍ୟତ ଅବଦ୍ଧ ମୁଷ୍ଟି — ୧. Clenched first ready to strike a blow.
୨. ମୁଷ୍ଟିବଦ୍ଧ କରତଳଦ୍ୱାରା ଗାଲରେ ବା ମୁହଁରେ ଆଘାତ —୨. A blow with the clenched fist on the face or cheek.

[ଉ—ତହୁଁ ବାହାର ତାକୁ କଲେ, ମୁଥେ ତା ଶିରରେ ମାଇଲେ ବିଶ୍ୱନାଥ ବିଚିତ୍ର ରାମାୟଣ]

['ମୁଖୀ' ତଳେ ନୋଟ୍ ଦେଖ]

୨. ଥର; ବାର — ୨. Time