Jump to content

ମୁଲକ

ଉଇକିଅଭିଧାନ‌ରୁ

ମୁଲକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁଲକର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁଲ୍କ୍)

[ସମ୍ପାଦନା]
୧. ରାଜ୍ୟ —୧. Kingdom.

[ଉ—ଖଣ୍ଡାବଳେ କେତେ ଖଣ୍ଡା— ଇତଙ୍କର ଛିଣ୍ଡାଇ ନେଲେ ମୂଲକ—ବଜ୍ରନାଥ ସମର— ତରଙ୍ଗ]

୨. ଦେଶ —୨. Country.
୩. ସଂସାର; ଦୁନିଆ —୩. The world.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବହୁ; ଅନେକ —୧. Large; great many.

[ଯଥା—ଏ ମକଦ୍ଦମାରେ ମୋର ଟଙ୍କା ଖରଚ ହେଲା]

୨. ରାଜ୍ୟବାସୀ (ବହୁବଚନ) —୨. (person) Inhabiting a country.

[ଉ—ମୁଲକ ଲୋକେ ପଣସ ଖାଇଲେ, ଭଣ୍ଡାରୀ ମୁଣ୍ଡରେ ଅଠା—ଢ଼ଗ]