ମୁଲକ
ଦେଖଣା
ମୁଲକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଲକ
|
(ମୁଲକର—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁଲ୍କ୍)
[ସମ୍ପାଦନା]- ୧. ରାଜ୍ୟ —୧. Kingdom.
[ଉ—ଖଣ୍ଡାବଳେ କେତେ ଖଣ୍ଡା— ଇତଙ୍କର ଛିଣ୍ଡାଇ ନେଲେ ମୂଲକ—ବଜ୍ରନାଥ ସମର— ତରଙ୍ଗ]
- ୨. ଦେଶ —୨. Country.
- ୩. ସଂସାର; ଦୁନିଆ —୩. The world.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବହୁ; ଅନେକ —୧. Large; great many.
[ଯଥା—ଏ ମକଦ୍ଦମାରେ ମୋର ଟଙ୍କା ଖରଚ ହେଲା]
- ୨. ରାଜ୍ୟବାସୀ (ବହୁବଚନ) —୨. (person) Inhabiting a country.
[ଉ—ମୁଲକ ଲୋକେ ପଣସ ଖାଇଲେ, ଭଣ୍ଡାରୀ ମୁଣ୍ଡରେ ଅଠା—ଢ଼ଗ]