ମୁସଳ
ଦେଖଣା
ମୁସଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଷ୍, ମୁଷ୍, ମୁସ୍ ଧାତୁ= ବଧ କରିବା; ଛେଦନ କରିବା+କରଣ. ଅଳ)
[ସମ୍ପାଦନା]- ୧. ଗଦା; ମୁଦ୍ଗର —୧. Mace; a club.
- ୨. ହିମାମଦିସ୍ତା ବା ଢିଙ୍କିରେ ଜିନିଷଆଦି କୁଟିବାର ଦଣ୍ଡ —୨. A pestle.
- ୩. ଢିଙ୍କିର ପାହୁରାଣି —୩. The pestle of a dhiṅki(ଢିଙ୍କି).
[ଉ—ମୁଷଳ ଗଦା ଶକ୍ତି ଘେନିଣ ପଟ୍ଟିଶ, ଲାଗିଥିଲେ ଶିବଦେବଙ୍କ ପାଶ ପାଶ କୃଷ୍ଣସିଂହ. ମହଭାରତ. ବନ ]
[ଦ୍ରଷ୍ଟବ୍ୟ —ଏହା ବଳରାମଙ୍କର ବ୍ୟବହୃତ ଆୟୁଧ; ଏହା ଗଦାପରି, କିନ୍ତୁ ଏହାର ସର୍ବାଙ୍ଗ ସମାନ]
- ୪. ଉଦ୍ଭିଜ୍ଜ ବିଶେଷ — ୪. A kind of plant.
- ୫. (ଲକ୍ଷଣାର୍ଥ) ମୁଷଳ ପରି ଲମ୍ୱ ଓ ମୋଟ ବସ୍ତୁ —୫. (figurative) A long and thick article like a mace.
- ୬. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ପ୍ରତି ଶତ୍ରୁଦ୍ୱାରା ପ୍ରୟୋଗ କରାଯିବା ବିଘ୍ନ —୬. A hindrance put by a person before his enemy.