Jump to content

ମୁସ୍ତାଜର

ଉଇକିଅଭିଧାନ‌ରୁ

ମୁସ୍ତାଜର

ଉଚ୍ଚାରଣ

[ସମ୍ପାଦନା]

(ମୁସ୍ତାଦାର—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁସ୍ତାଜର କଚରିଆ ଭାଷା)

[ସମ୍ପାଦନା]

ଯେଉଁ ଲୋକ ଜମିଦାରି ଆଦିରୁ ଖଜଣା ଅସୁଲ କରିବାକୁ ଜମିଦାରଙ୍କଠାରୁ ଇଜରା ନିଏ; ଠିକାଦାର —A farmer or lessee who takes the farming of a Zaminderi.