ମୁହଁ

ଉଇକିଅଭିଧାନ‌ରୁ

ମୁହଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗାଣ୍ଡି—ବିପରୀତ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ; ପ୍ରା. ମୁହଁ)[ସମ୍ପାଦନା]

୧. ମୁଖ; ବଦନ — ୧. Face.
୨. ପାଟି —୨. Mouth.
୩. ମୁଣ୍ଡ — ୩. Head.
୪. ଆଗ; ସମ୍ମୁଖଭାଗ — ୪. Front part.
୫. ଚେହେରା —୫. Countenance.
୬. (ଲକ୍ଷଣାର୍ଥ) ବ୍ୟକ୍ତି — ୬. (figurative) A person.

(ଉ—ଲାଜ ନ ଥାଏ ଯେଉଁ ମୁହଁକୁ, ଭଣ୍ଡାରି ନ ଥାଏ ଖଉରିବାକୁ ଢଗ )

୬. ମୁଖନିଃସୃତ ବାକ୍ୟ — ୭. Speech.
୮. ମୁଖଲଜ୍ଜା; ମୋହବତ. ୮. Regard for the feelings of others.

(ଉ—ତୋ ମୁହଁକୁ, ନାଁ ତୋ ଗୋସେଇଁଆ ମୁହଁକୁ ଢଗ )

[ଦ୍ରଷ୍ଟବ୍ୟ — ମୁହଁର ଶବ୍ଦର ଅନ୍ୟାନ୍ୟ ଅର୍ଥ ପାଇଁ ମୁଖ ଶବ୍ଦ ତଳେ ଦେଖ ]