ମୁହଁ
ଦେଖଣା
ମୁହଁ
ଉଚ୍ଚାରଣ
[ସମ୍ପାଦନା](ଗାଣ୍ଡି—ବିପରୀତ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ; ପ୍ରା. ମୁହଁ)
[ସମ୍ପାଦନା]- ୧. ମୁଖ; ବଦନ — ୧. Face.
- ୨. ପାଟି —୨. Mouth.
- ୩. ମୁଣ୍ଡ — ୩. Head.
- ୪. ଆଗ; ସମ୍ମୁଖଭାଗ — ୪. Front part.
- ୫. ଚେହେରା —୫. Countenance.
- ୬. (ଲକ୍ଷଣାର୍ଥ) ବ୍ୟକ୍ତି — ୬. (figurative) A person.
(ଉ—ଲାଜ ନ ଥାଏ ଯେଉଁ ମୁହଁକୁ, ଭଣ୍ଡାରି ନ ଥାଏ ଖଉରିବାକୁ ଢଗ )
- ୬. ମୁଖନିଃସୃତ ବାକ୍ୟ — ୭. Speech.
- ୮. ମୁଖଲଜ୍ଜା; ମୋହବତ. ୮. Regard for the feelings of others.
(ଉ—ତୋ ମୁହଁକୁ, ନାଁ ତୋ ଗୋସେଇଁଆ ମୁହଁକୁ ଢଗ )
[ଦ୍ରଷ୍ଟବ୍ୟ — ମୁହଁର ଶବ୍ଦର ଅନ୍ୟାନ୍ୟ ଅର୍ଥ ପାଇଁ ମୁଖ ଶବ୍ଦ ତଳେ ଦେଖ ]