Jump to content

ମୁହଁ ଭାଙ୍ଗିବା

ଉଇକିଅଭିଧାନ‌ରୁ

ମୁହଁ ଭାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଅଯଥା ଆସ୍ପର୍ଦ୍ଧା ବା ମୁଖରତାକୁ ଜବ୍ଦ କରିବା —୧. To check a person's undue impudence.
୨. କୌଣସି ବ୍ୟକ୍ତିର ଅଯଥା ଆଶାକୁ ଭଙ୍ଗି ଦେବା — ୨. To nip a person's undue hopes in the bud.