ମୁହାଁସ
Jump to navigation
Jump to search
ମୁହାଁସ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ମୁହାଁସ
|
ଦେଶଜ - ବି—(ସଂସ୍କୃତ - ମୋହପାଶ; କିମ୍ୱା ମାୟା+ଆଶା)[ସମ୍ପାଦନା]
- ୧. ଦାରା ପୁତ୍ରାଦିଙ୍କ ପ୍ରତି ମାୟା ମମତା — ୧. Attachment towards one's family.
[ଉ—ତୁମ୍ଭେ ତାହାକୁ ଅନ୍ୟରୂପେ ପୁରୁଷ, ହୋଇଛ ତୁମ୍ଭଠାରେ କରିବ ମୁହାଁଶ କୃଷ୍ଣସିଂହ ମହାଭାରତ. ବନ]
- ୨. ବିଷୟାଭିଳାଷ; ବିଷୟାସକ୍ତି; ସଂସାର ମୋହ; ମୋହପାଶ —୨. Attachment towards one's worldly concerns.
ଛାଡ଼ିଲ ମୁହାଁଶ କିମ୍ପା ହେଲ ବଶ ଜଗତେ ନୋହିବ ଭଲ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୩. ଅଭିଳାଷ; ଇଛା — ୩. Wish; desire.
[ଉ—ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁଶ—କବିସୂର୍ଯ୍ୟ. ସଙ୍ଗୀତ]