Jump to content

ମୁହାଁସ

ଉଇକିଅଭିଧାନ‌ରୁ

ମୁହାଁସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୋହପାଶ; କିମ୍ୱା ମାୟା+ଆଶା)[ସମ୍ପାଦନା]

୧. ଦାରା ପୁତ୍ରାଦିଙ୍କ ପ୍ରତି ମାୟା ମମତା — ୧. Attachment towards one's family.

[ଉ—ତୁମ୍ଭେ ତାହାକୁ ଅନ୍ୟରୂପେ ପୁରୁଷ, ହୋଇଛ ତୁମ୍ଭଠାରେ କରିବ ମୁହାଁଶ କୃଷ୍ଣସିଂହ ମହାଭାରତ. ବନ]

୨. ବିଷୟାଭିଳାଷ; ବିଷୟାସକ୍ତି; ସଂସାର ମୋହ; ମୋହପାଶ —୨. Attachment towards one's worldly concerns.

ଛାଡ଼ିଲ ମୁହାଁଶ କିମ୍ପା ହେଲ ବଶ ଜଗତେ ନୋହିବ ଭଲ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୩. ଅଭିଳାଷ; ଇଛା — ୩. Wish; desire.

[ଉ—ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁଶ—କବିସୂର୍ଯ୍ୟ. ସଙ୍ଗୀତ]