ମୂକ

ଉଇକିଅଭିଧାନ‌ରୁ

ମୂକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମୂକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ମୂ ଧାତୁ=ବନ୍ଧନ କରିବା+କର୍ତ୍ତୃ. କ; ଯେ ନିଜର ବାକ୍ ଶକ୍ତିକୁ ବାନ୍ଧି ଅଛି)[ସମ୍ପାଦନା]

୧. ବାକ୍ ଶକ୍ତି— ରହିତ; ବୋବା; ଘୁଙ୍ଗା —୧. Dumb.
୨. ଦରିଦ୍ର —୨. Poor.
୩. ବିବଶ; ନାଚାର୍; ବେଚାର; ନିରୁପାୟ — ୩. Helpless.

ବିଶେଷ୍ୟ -[ସମ୍ପାଦନା]

୧. (+କର୍ମ)କ. ମତ୍ସ୍ୟ;ମାଛ — ୧. Fish.
୨. ଦୀନଜନ — ୨. A poor man; a pauper.
୩. ଦୈତ୍ୟ ବିଶେଷ — ୩. Name of a demon.
୪. ନାଚାର ବ୍ୟକ୍ତି; ବିଚାରା — ୪. A helpless person.