Jump to content

ମୂର୍ଖ

ଉଇକିଅଭିଧାନ‌ରୁ

ମୂର୍ଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ମୁହ ଧାତୁ=ମୁଗଧ ହେବା+କର୍ତ୍ତୃ. ଅ; ନିପାତନ)[ସମ୍ପାଦନା]

୧. ମୂଢ; ଅଜ୍ଞାନ; ଅବୋଧ — ୧. Silly; foolish; stupid.
୨. ବିଦ୍ୟାଶୁନ୍ୟ — ୨. Illiterate.
୩. ଅଜ୍ଞ — ୩. Ignorant.
୪. ଗାୟତ୍ରୀରହିତ (ବ୍ରାହ୍ମଣ) — ୪. (a Brāhmaṇa) Who has forsaken Gāyatrī.

ବିଶେଷ୍ୟ -[ସମ୍ପାଦନା]

୧. ନିର୍ବୋଧ ବ୍ୟକ୍ତି — ୧. Foolish person; an idiot; a fool.
୨. ବିଦ୍ୟାହୀନ ବ୍ୟକ୍ତି — ୨. Illiterate person.
୩. ଅଜ୍ଞ ବ୍ୟକ୍ତି — ୩. Ignorant person.
୪. ଗାୟତ୍ରୀରହିତ ବ୍ରାହ୍ମଣ — ୪. A Brāhmaṇa who does not practise Gāyatrī.
୫. ମାଷ (ବିଶ୍ୱକୋଷ) — ୫. Phaseolus Radiatus.
୬. ବନ୍ୟମୃଗ (ତ୍ରିକାଣ୍ଡକୋଷ) — ୬. Wild Muga.