ମୂର୍ତ୍ତି
ଦେଖଣା
ମୂର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ)
[ସମ୍ପାଦନା]- ୧. ଆକାର; ଆକୃତି — ୧. Form; shape.
- ୨. ରୂପ — ୨. Figure.
- ୩. ପିତୁଳା; ବିଗ୍ରହ; ସ୍ୱରୂପ; ପ୍ରତିମା — ୩. Image; statue.
- ୪. କାୟା — ୪. Body.
- ୫. ପ୍ରକାଶିତ କାୟା ବା ଶରୀର — ୫. Embodiment.
- ୬. ଦେବତାଙ୍କ ଅବତାର — ୬. Incarnation of a deity.
- ୭. ଦେବପ୍ରତିମା — ୭. Idol.
- ୮. ଅବୟନ; ଅଙ୍ଗ — ୮. Limbs.
- ୯. (+ଭାବ. ତି) କାଠିନ୍ୟ — ୯. Solidity; hardness.
- ୧୦. ଦ୍ରବ୍ୟ; ପଦାର୍ଥ — ୧୦. Material thing.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ମାନ୍ୟାର୍ଥକ) ବୈଷ୍ଣବ ଓ ବ୍ରାହ୍ମଣମାନଙ୍କ ସଂଖ୍ୟା ବା ଜଣ — ୧. Number of Brāhmaṇas or Baishṇabas
(ଯଥା—ଆଜି ମୋ କୁଟୀରରେ ୪ ମୂର୍ତ୍ତି ବ୍ରାହ୍ମଣ ଭୋଜନ କଲେ)
- ୨. ବସ୍ତ୍ର ବା ଶାଢ଼ୀର ଖଣ୍ଡ — ୨. Piece of cloth.
(ଯଥା—ମୁଁ ବନ୍ଧୁଙ୍କ ଘରକୁ ତିନି ମୂର୍ତ୍ତି ଶାଢ଼ୀ ବେଭାର ପଠାଇଲି)
[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ମୁରତି,ମୁରୁତି,ମୁର୍ତ୍ତି]