ମୂର୍ଦ୍ଧନା

ଉଇକିଅଭିଧାନ‌ରୁ

ମୂର୍ଦ୍ଧନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃର୍ଦ୍ଧନ୍)[ସମ୍ପାଦନା]

୧. ମୁଣ୍ଡ; ମସ୍ତକ — ୧. The head.

[ଦ୍ରଷ୍ଟବ୍ୟ —ନିର୍ଲଜ୍ଜ ଆତ୍ମା ମୋ ଏହା ସେ ଦେଖୁଛି କିପାଁ ନ ଯାଇ ମୁର୍ଦ୍ଧନା ଫାଟି—ପ୍ରତାପ, ଶଶିସେଣା]

୨. ପର୍ବତାଦିର ମସ୍ତକ ବା ଅଗ୍ର — ୨. The head or top of a tall thing (i.e. mountain, temple).

[ଉ—ରାମ କର ଧରି କାମିନୀ, ବୁଲନ୍ତି ବେନି ଗୋ, ଚିତ୍ରକୁଟ ଗିରି ମୂର୍ଦ୍ଧନି— ବିଶ୍ୱନାଥ, ବିଚିତ୍ର ରାମାୟଣ]