ମୂର୍ଦ୍ଧନା
ଦେଖଣା
ମୂର୍ଦ୍ଧନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃର୍ଦ୍ଧନ୍)
[ସମ୍ପାଦନା]- ୧. ମୁଣ୍ଡ; ମସ୍ତକ — ୧. The head.
[ଦ୍ରଷ୍ଟବ୍ୟ —ନିର୍ଲଜ୍ଜ ଆତ୍ମା ମୋ ଏହା ସେ ଦେଖୁଛି କିପାଁ ନ ଯାଇ ମୁର୍ଦ୍ଧନା ଫାଟି—ପ୍ରତାପ, ଶଶିସେଣା]
- ୨. ପର୍ବତାଦିର ମସ୍ତକ ବା ଅଗ୍ର — ୨. The head or top of a tall thing (i.e. mountain, temple).
[ଉ—ରାମ କର ଧରି କାମିନୀ, ବୁଲନ୍ତି ବେନି ଗୋ, ଚିତ୍ରକୁଟ ଗିରି ମୂର୍ଦ୍ଧନି— ବିଶ୍ୱନାଥ, ବିଚିତ୍ର ରାମାୟଣ]