ମୂର୍ଦ୍ଧନି

ଉଇକିଅଭିଧାନ‌ରୁ

ମୂର୍ଦ୍ଧନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ମୂର୍ଦ୍ଧ(ର୍ଦ୍ଧୁ)ନିଆ[ଆଁ]—ଅନ୍ୟରୂପ]

ଦେଶଜ - ଅ (ସଂସ୍କୃତ - ମୂର୍ଦ୍ଧନ ଶବ୍ଦର ୭ମୀ ଏକବଚନ)[ସମ୍ପାଦନା]

ମସ୍ତକରେ —On the head.

[ଉ— ସ୍ୱର୍ଲୋକ କଳ୍ପିତ ମୂର୍ଦ୍ଧନି, ବିଶ୍ୱଦେହେ ବା ବିଶ୍ୱମାନି—ଜଗନ୍ନାଥ, ଭାଗବତ]

ଦେଶଜ - ବିଣ(ସଂସ୍କୃତ - ମୂର୍ଦ୍ଧନ=ମସ୍ତକ, ଯେ ମସ୍ତକର ଯୋଗ୍ୟ)[ସମ୍ପାଦନା]

୧. ଶ୍ରେଷ୍ଠ — ୧. Superior to all.
୨. ସର୍ବୋତ୍ତମ — ୨. Best.

[ଉ—କୃଷ୍ଣ ମହିମା ଯହିଁ ଶୁଣି, ସେ ସର୍ବ ବାକ୍ୟରେ ମୂର୍ଦ୍ଧନି—ଭୂପତି. ପ୍ରେମପଞ୍ଚାମୃତ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧନ୍ୟ)[ସମ୍ପାଦନା]

୧. ଜାତିର ବା ସମାଜର ପ୍ରଧାନ ବ୍ୟକ୍ତି; ଜାତିର ସର୍ଦ୍ଦାର ବା ମୁଖିଆ ବ୍ୟକ୍ତି; ପରି— ମାଣିକ — ୧. The head man of a caste.
୨. ଘରର କର୍ତ୍ତା — ୨. The head of a household; the kartā of a family.
୩. ମସ୍ତକ — ୩. Head.

ପ୍ରାଦେଶିକ - (ସିଂହଭୂମ)ବି[ସମ୍ପାଦନା]

ଚାଳଘରର ମଥାନ; ତୁଳିଆ — The top of a thatched house.