ମୂର୍ଦ୍ଧନ୍ୟ
ଦେଖଣା
ମୂର୍ଦ୍ଧନ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମୂର୍ଦ୍ଧନ+ଜାତାର୍ଥେ. ଯ)
[ସମ୍ପାଦନା]- ୧. ମୂର୍ଦ୍ଧାରୁ ବା ମୁଣ୍ଡ ଭିତରୁ ଉଚ୍ଚାରିତ (ବର୍ଣ୍ଣ) — ୧. Pronounced from within the head.
- ୨. ମୂର୍ଦ୍ଧଜ; ମସ୍ତକୋତ୍ପନ୍ନ — ୨. Produced from the head.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜାତି ବା ସମାଜର ପ୍ରଧାନ ବ୍ୟକ୍ତି — ୧. The head man of a caste or guild.
- ୨. ମୂର୍ଦ୍ଧନ୍ୟ ବର୍ଣ୍ଣ (ଦେଖ) - — ୨. Mūrddhanya barṇṇa (See)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ପ୍ରଥମରେ — In the first place.
[ଉ—ବ୍ରଜ ବରାରୋହା ସମୁଦାୟ ମହାଧନ୍ୟ ମୂର୍ଦ୍ଧନ୍ୟରେ ଗଣାଯିବ—କବିସୂର୍ଯ୍ୟ, ସଙ୍ଗୀତ]