Jump to content

ମୃଗାଦନୀ

ଉଇକିଅଭିଧାନ‌ରୁ

ମୃଗାଦନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୃଗାଦନ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଇନ୍ଦ୍ରବାରୁଣୀ; ମାହାକାଳ ଲତା; ପାଞ୍ଚକୋଡ଼ମେଇ ଲତା —୧. Colocinth; Cucumis Coloquintida (creeper).
୨. ସହଦେବୀ ଲତା —୨. A creeper; Echites Frutesceus.