ମୃଦଙ୍ଗ

ଉଇକିଅଭିଧାନ‌ରୁ

ମୃଦଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ)[ସମ୍ପାଦନା]

୧. ମୃତ୍ତିକା ନିର୍ମିତ ଦ୍ୱି ମୁଖବିଶିଷ୍ଟ ଚର୍ମାନଦ୍ଧ ବାଦ୍ୟଯନ୍ତ୍ର ବିଶେଷ; ଖୋଳ —୧. A tabour made of clay.

[ ଦ୍ର— ଆର୍ଯ୍ୟମାନେ ମୃଦଙ୍ଗର ପ୍ରଥମ ସୃଷ୍ଟିକର୍ତ୍ତା ପରେ ମୁସଲମାନ୍ମାନେ ମାଟି ପରିବର୍ତ୍ତରେ ଏହାକୁ କାଠରେ ତିଆରି କରିଥିଲେ କାଷ୍ଠମୟ ବାଦ୍ୟର ନାମ ମର୍ଦ୍ଦଳ ବା ପଖୋଜ ବା ତୋଲକି ଏବଂ ମୃଣ୍ମୟ ବାଦ୍ୟର ନାମ ମୃଦଙ୍ଗ ]

୨. ପଟହ; ନାଗରା —୨. Drum.
୩. ଘୋଷ; ଶଦ୍ଦ; ଗୋଳମାଳ —୩. Sound; noise.
୪. ବଂଶ; ବାଉଁଶ —୪. Bamboo.