ମେଁ
ଦେଖଣା
ମେଁ
ଉଚ୍ଚାରଣ
[ସମ୍ପାଦନା](ବୈଶାଖ—ଜ୍ୟେଷ୍ଠ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେ)
[ସମ୍ପାଦନା]ଇଁରାଜି ଗଣନାରେ ୫ମ ମାସ; ମଇ ମାସ The month of May.
ଅନୁବାଦ
[ସମ୍ପାଦନା](ମେଁଏଁ—ଅନ୍ୟରୂପ)
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]ମେଣ୍ଢାର ବା ଛେଳିର ଧ୍ୱନି — The bleating of a lamb or goat.
[ଦ୍ରଷ୍ଟବ୍ୟ — ମେଣ୍ଢା ବା ଛେଳିଙ୍କୁ ନିକଟକୁ ଡାକିବାବେଳେ ଅଡ଼ର୍ ମେଁ ବା ଅର୍ର ମେଁ ଧ୍ୱନି କରାଯାଏ]