ମେକଳ
ଦେଖଣା
ମେକଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମି ଧାତୁ=କ୍ଷପଣ କରିବା+କର୍ତ୍ତ. କଳ)
[ସମ୍ପାଦନା]- ୧. ମେଖଳ; ବିନ୍ଧ୍ୟାଚଳସ୍ଥ ଗିରି ବିଶେଷ — ୧. Name of a mountain in Central India.
[ଦ୍ରଷ୍ଟବ୍ୟ —ଏହି ଗିରିରୁ ନର୍ମଦା ବାହାରି ଅଛି ଏହା ରିମା ରାଜ୍ୟର ଅନ୍ତର୍ଗତ ଏହା ମେଖଳାର ଆକାର ବିଶିଷ୍ଟ— ହିନ୍ଦୀ - ଶ]
- ୨. ଋଷି ବିଶେଷ: ନର୍ମଦାର ଜନ୍ମଦାତା — ୨. Name of a sage from whole body the river Nerbuda is said to have issued.