Jump to content

ମେଖଳା

ଉଇକିଅଭିଧାନ‌ରୁ

ମେଖଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମି ଧାତୁ=କ୍ଷେପଣ କରିବା+କର୍ମ, ଖଳ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗିରି—ନିତମ୍ୱ; ପର୍ବତରେ ମଧ୍ୟଭାଗ — ୧. The middle part of a mountain.
୨. ସାନୁଦେଶ —୨. The side of a mountain.
୩. ପର୍ବତର ପାର୍ଶ୍ୱ ଦେଶ —୩. The side of a mountain swell of a mountain.
୪. ପର୍ବତର ଧାର ବା କିନାରା — ୪. The edge or swell of a mountain.
୫. କଟି ସୂତା; ଅଣ୍ଟାସୂତା (ବିଛା, ଅଣ୍ଟାଶିକୁଳୀ, ଚନ୍ଦ୍ରହାର ଆଦି) —୫. Waist- chain (worn by women).

[ଦ୍ରଷ୍ଟବ୍ୟ —ଅଠସରିଆ ଗୋଠକୁ ମେଖଳା, ଏକସରିଆ ଗୋଠକୁ କାଞ୍ଚୀ, ଷୋଳ ସରିଆକୁ ରସନା ଓ ପଚିଶା ସରିଆକୁ କଳାପକ ବୋଲାଯାଏ 'ମେଖଳା'ର ଅନ୍ୟାନ୍ୟ ସଂସ୍କୃତ ପ୍ରତିଶବ୍ୱ—କକ୍ଷା, କକ୍ଷ୍ୟା, କାଞ୍ଚି (ଞ୍ଚୀ), କଳାପ, ରମ୍ଳନ, ରସନ, ରସ (ଶ)ନା, ସପ୍ତକା(କୀ), ସାରଶ(ସନ)]

୬. କମରଛୁଟୀ; ଓଡ଼ିଆଣୀ — ୬. Belt; girdle; zone (of women.)
୭. ଉପନୀତ ଗ୍ରହଣ ସମୟରେ ବ୍ରହ୍ମଣାଦିଙ୍କ କଟିରେ ଧାରଣୀୟ ସୂତ୍ରକ୍ରୟ —୭. Three stringed girdle worn round the waist by a twice-born boy at the time of intiation.

[ଦ୍ରଷ୍ଟବ୍ୟ — ଉପନୟନ ସମୟରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନେ କଟିରେ ମେଖଳା ବାନ୍ଧନ୍ତି ବ୍ରାହ୍ମଣର ମେଖଳା ମୁଞ୍ଜ (ଏହି ପ୍ରକାର କୁଶ ଜାତୀୟ ତୃଣ)ରେ କ୍ଷତ୍ରିୟର ମୂର୍ବାରେ ଓ ବୈଶ୍ୟର ଶରପତ୍ରରେ ବା ଶଣରେ ନିର୍ମିତ ହୁଏ]

୮. ବ୍ରାହ୍ମଣର ବ୍ରତ ସମୟରେ ଧାରଣୀୟ କୃଷ୍ଣାଜିନ ମୃଗ ଚର୍ମ ନିର୍ମିତ ଉପବୀତ —୮. A strip of deer skin worn as sacred thiread by a Brahmana at the intiantion ceremony.
୯. ଶିଜ୍ୱନିକା ହସ୍ତଦ୍ୱାରା ଦୃଢ଼ ରୂପେ ଧରିବା ପାଇଁ ବ୍ୟବହୃତ ଖଡ୍ଗାଦିରେ ମୃଷ୍ଟିସ୍ଥିତ ଚର୍ମ ବନ୍ଧନୀ; ଖଡ୍ଗ ବନ୍ଧନୀ —୯. A string or chain to fastened to the hilt of a sword used to fasten the hand firmly to it.
୧. ଖଡ୍ଗାଦି ଧାରଣାର୍ଥ ଚର୍ମ ପ୍ରଭୃତିରେ ନିର୍ମିତ କଟିବନ୍ଧ; କରମବନ୍ଧ —୧୦. A sword-belt.
୧୧. ନର୍ମଦା ନଦୀ —୧୧. The river Nerbudda in Central India.
୧୨. ପୃଶ୍ନିପର୍ଣ୍ଣୀ ଲତା; କୃଷ୍ଣପନ୍ନୀ ଲତା —୧୨. A plant; Hedysarum Lagopodiodes.
୧୩. ହୋମକୁଣ୍ଡୋପରି ଚାରି ପାଖେ ତିଆରି କରାଯିବା ମାଟିରେ ହିଡ଼ —୧୩. An earthen ridge raised round the top of a sacrificial pit.
୧୪. ସମୁଦ୍ର —୧୪. The ocean.