ମେଘନାଦ ବଧ
ଦେଖଣା
ମେଘନାଦ ବଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲକ୍ଷ୍ମଣଦ୍ୱାରା ଇନ୍ଦ୍ରଜିତର ଯୁଦ୍ଧରେ ପ୍ରାଣ ନାଶ —The slsying of Meghanāda by Lakshmaṇa.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ କବି ମାଇକେଲ୍ ମଧୂସୁଦନ ଦତ୍ତଙ୍କ ପ୍ରଣୀତ ଅମିତ୍ରାକ୍ଷର ଛନ୍ଦୋଯୁକ୍ତ ପ୍ରସିଦ୍ଧ ମହାକାବ୍ୟ —Name of a famous Bengali poem in blank verse by poet Michael Madhusūdana Datta.