ମେଞ୍ଚା
ଦେଖଣା
ମେଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଚ୍=ମିଶ୍ରିତ କରିବା)
[ସମ୍ପାଦନା]- ୧. କାଦୁଆ ଆଦିର ପିଣ୍ଡ ବା ଲୁଗା —୧. A ball of clay lump.
(ଯଥା—ପେଚା! ହାତ ଗୋଡ଼ ନାହିଁ ମାଉଁସ ମେଞ୍ଚା)
- ୨. ପୁଞ୍ଜୀକୃତ ବା ପିଣ୍ଡୀକୃତ ପଦାର୍ଥ — ୨. Anything rolled into a ball or lump.
[ଦ୍ରଷ୍ଟବ୍ୟ —କାଠୁଆ ଜିନିସ ଯାହା କି ଗୋଳା ବନ୍ଧା ଯାଇପାରେ ତାହାଦ୍ୱାରା ମେଞ୍ଚା ହୁଏ]
- ୩. ପିଣ୍ଡୀକୃତ ବହୁ ବସ୍ତୁ — ୩. Many things rolled into the shape of a ball.
[ଉ—ସାତ ଗ୍ରହଯାକ ମେଞ୍ଚାଟା ହୋଇକରି, ରହିଲେ ଆକାଶରେ ମହାତେଜ ଧରି କୃଷ୍ଣସିଂହ. ମହାଭାରତ ଭୀଷ୍ମ]
ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -
[ସମ୍ପାଦନା]ମିଷ୍ଟାନ୍ନ ବିଶେଷ —A kind of sweetmeat.