ମେଟ୍
ଦେଖଣା
ମେଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେଟ୍)
[ସମ୍ପାଦନା]- ୧. କୁଲି ବା ମୁଲିଆଙ୍କ ଦଳର ସରକାର —୧. A sirdar or headman amongst a gang of labourers or coolies.
- ୨. (ତୁଳ. ସଂସ୍କୃତ - ମେଠ, ମେଣ୍ଟ) ହାତୀର ମାହୁନ୍ତଙ୍କ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଭୃତ୍ୟ —୨. A mate; a menial servant whose duty is, to help the elephant driver.