ମେଥି

ଉଇକିଅଭିଧାନ‌ରୁ

ମେଥି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମେଥ୍ ଧାତୁ= ସଂସର୍ଗ କରିବା+କରଣ ଇ; ଈ)[ସମ୍ପାଦନା]

୧. ମେଢ଼ି; ମେରି ଖୁଣ୍ଟି; ଖଳାର କେନ୍ଦ୍ରରେ ଥିବା ଯାହାର ଚାରି ପାଖେ ବଳଦ ମାନେ ବେଙ୍ଗଳା ପଡ଼ନ୍ତି —୧. A post or stake at the centre of the threshing floor round which the bullocks are tethered and revolve.
୨. ଶିମ୍ୱାଦି ବର୍ଗର କୃଷିଜାତ ଶାକ —୨. Fenugreek; Trigonella Fœnugraecum.

[ଦ୍ରଷ୍ଟବ୍ୟ —ଏହାର ଗଛ ପିଡ଼ଙ୍ଗ ପରି ଏଥିର ଛୁଇଁରୁ ସୁଗନ୍ଧଯୁକ୍ତ ବୀଜ ବାହାରେ ଏହା ତରକାରୀରେ ମସଲା ରୂପେ ବ୍ୟବହୃତ ହୁଏ ଏବଂ ଔଷଧରେ ଲାଗେ ଏଥିର ଚୂନାକୁ ସ୍ତ୍ରୀ ଲୋକମାନେ କେଶକୁ ସୁବାସିତ କରିବା ପାଇଁ ବ୍ୟବାହାର କରନ୍ତି ବୈଦ୍ୟକ ମତରେ ମେଥି ଅଗ୍ନିଦୀପକ, ଅରୁଚିନାଶକ, ଦୀପ୍ତିକାରକ, ବାତଘ୍ନ ଓ ରକ୍ତପିତ୍ତ ପ୍ରକୋପକ; ଏହା ତିକ୍ତରସ]