Jump to content

ମେନା

ଉଇକିଅଭିଧାନ‌ରୁ

ମେନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.

[ସମ୍ପାଦନା]
୧. ହିମାଳୟପତ୍ନୀ ମେନକା —୧. The wife of himāḻaya, the king of mountains.

[ଉ—ମର୍ତ୍ତ—ନାରୀ—ଭାଗ୍ୟ ତିଶ୍ଚେଁ ପ୍ରଶଂସିବେ ରମ୍ଭା— ଉରୁବଶୀ ମେନା ରାଧାନାଥ. ଯଯାତି]

୨. ସ୍ତ୍ରୀ. (ହିନ୍ଦୀ - ଶ) — ୨. Woman; wife.
୩. ବାକ୍ (ହିନ୍ଦୀ - ଶ) — ୩. Speech; word.