ମେରୁଦଣ୍ଡ

ଉଇକିଅଭିଧାନ‌ରୁ

ମେରୁଦଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପିଠିର ବେଁଶିର ହାଡ଼; ପୃଷ୍ଠବଂଶ —୧. The spine; spinal cord; the vertebral column.
୨. (ଭୂଗୋଳ) ପୃଥିବୀର ଉଭୟ କେନ୍ଦ୍ରକୁ ଭେଦ କରିଥିବା କାଳ୍ପନିକ ସରଳ ରେଖା (ଏହାର ଚାରିପାଖରେ ପୃଥିବୀ ପଶ୍ଚିମରୁ ପୂର୍ବଆଡ଼କୁ ପ୍ରତିଦିନ ବୁଲୁଛି) —୨. The axis of the earth.
୩. (ଲକ୍ଷଣାର୍ଥ) କୌଣସି ବସ୍ତୁର ସାରାଂଶ ବା ପ୍ରଧାନ ସାର —୩. (figurative) The marrow of any thing.