ମେଲାଙ୍କ

ଉଇକିଅଭିଧାନ‌ରୁ

ମେଲାଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ଗଣିତ)—ଏକ ସଂଖ୍ୟାଠାରୁ ଆରମ୍ଭ କରି ତତ୍ ପରବର୍ତ୍ତୀ ରାଶିମାନ କ୍ରମଶଃ ଯୋଗ କରିବା ପ୍ରଣାଳୀ (ଓଡ଼ାଙ୍କ)ରେ ଯେଉଁ ରାଶି ସର୍ବ ଶେଷରେ ଯୋଗ କରାଯାଇ ଥାଏ —(arithmetic) The number last added to the last but one total figure to arrive at the last total or oṟḍ̠āṅka, thelast number which is added in order to arrive at the last figure; a subtratend.

[ଉ—ଚାଟ ଓଡ଼ାଙ୍କ ଧରିବାର ବେଳେ, ଓଝାଏ ଛାଟେ ପିଟି ଦେଲେତଳେ ତରସ୍ତହୋଇଣ କୁମର ମଣି, ଦେଲା ଓଡ଼ାଙ୍କ ମେଲାଙ୍କରେ ଗୁଣି; ଗୁଣନ୍ତେ ଫଳ ହୋଇଲା ପଚାଶ, ଏଥି ଓଡ଼ାଙ୍କକୁ ମେଲାଙ୍କ କିସ? ଲୀଳାବତୀ. ସୂତ୍ର]

(ଦ୍ର—ଏହାର ଉତ୍ତର ଓଡ଼ାଙ୍କ ୧ର ୫ ମିଶାଇଲେ ଫଳ ହୋଇ ଥାଆନ୍ତା ୧୫: , କିନ୍ତୁ ୧କୁ ୫ରେ ଗୁଣି ଦେବାରୁ ଫଳ ହେଲା ୫)

[ଦ୍ରଷ୍ଟବ୍ୟ —ମେଲାଙ୍କର ଉଦାହରଣ ଯଥା— ୧+୨=୩; ୩+୩=୬;୬+୪=୧;୧+୫ =୧୫: ; ୧୫: +୬=୨୧: ;୨୧: +୭=୨୮: ; ୨୮: +୮ =୩୬: ; ୩୬: +୯=୪୫: +୧=୫୫: ଏଠାରେ ୫୫: ଓଡ଼ାଙ୍କକୁ ୧ ମେଲାଙ୍କ ଓ ଏହିପରି ୩୬: ଓଡ଼ାଙ୍କକୁ ୮ ମେଲାଙ୍କ ...ଇତ୍ୟାଦି]