ମେଳେଇବା

ଉଇକିଅଭିଧାନ‌ରୁ

ମେଳେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରି.—(ସଂସ୍କୃତ - ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ)

୧. ମେଳ କରାଇବା; ମିଳାଇବା —୧. To bring about reconciliation.
୨. ମିଳନ କରାଇବା —୨. To cause to meet.
୩. ବହୁଲୋକଙ୍କ ଷଡ଼ଯନ୍ତ୍ରପୂର୍ବକ ମେଳ କରାଇବା — ୩. To bringabout a conspiracy or mutiny.
୪. ଭେଳାଇବା; ବହୁଲୋକଙ୍କୁ ଏକତ୍ର କରାଇବା —୪. To bring together many people; to assemble a crowd.
୫. ଦୁଇ ପଦାର୍ଥକୁ ତୁଳନା କରିବା —୫. To compare two thingswith each other.