ମେହେଲୀ ରାଣ୍ଡିଆ

ଉଇକିଅଭିଧାନ‌ରୁ

ମେହେଲୀ ରାଣ୍ଡିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ -(ଗଡ଼ଜାତ)—ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

(ପୁରୁଷଙ୍କ ପ୍ରତି ବ୍ୟବହୃତ ଗାଳି)— ଯେଉଁ ବ୍ୟକ୍ତିର ବିବାହର ଅବ୍ୟବହିତ ପରେ ତା ସ୍ତ୍ରୀ ବିଧବା ହୁଏ, ଅର୍ଥାତ ବିବାହିତ ବ୍ୟକ୍ତି ସ୍ୱୟଂ ମରିଯାଏ — (A cuse to males) One who will die soon after marriage.