ମେୟୋ

ଉଇକିଅଭିଧାନ‌ରୁ

ମେୟୋ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲର୍ଡ଼ ମେୟୋ—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଭାରତବର୍ଷ ଜନୈକ ବଡ଼ଲାଟ —Lord Mayo, the Governer General and Viceroy of India (୧୮୬୯—୭୨).

[ଦ୍ରଷ୍ଟବ୍ୟ —ଲର୍ଡ଼ ମେୟୋ ୧୮୬୯:ରୁ ୧୮୭୨: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତବର୍ଷର ଗଭର୍ଣ୍ଣର୍ ଜେନେରଲ୍ ଥିଲେ ଏ ବନ୍ଦିନିବାସ ଆଣ୍ଡାମାନ୍ ଦ୍ୱୀପ ବା 'କଳାପାଣି'କୁ ପରି— ଦଶନାର୍ଥ ଯାଇଥିବା ସମୟରେ ସେଠାରେ ଗୋଟିଏ ବନ୍ଦି ସେର୍ଅଲ୍ଲୀ ଏହାଙ୍କୁ ଛୋରା ଭୁଷି ମାରି ପକାଇଥିଲା ଏହାଙ୍କ ଅମଳରେ ବାରତରେ ପ୍ରାଥମିକ ଶିକ୍ଷାର ବିସ୍ତାର ହୋଇଥିଲା ଏବଂ ଶ୍ରାମତୀ ଭିକ୍ଟୋରିଆ ମହାରାଣୀଙ୍କ ଦ୍ୱିତୀୟ କୁମାର ଡ଼ିଉକ୍ ଅଫ୍ ଏଡ଼ିନ୍ୱରା ଭାରତକୁ ଆସିଥିଲେ ଦେଶୀୟ ରାଜକୁମାରମାନଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ଏ ଆଜମିର୍ଠାରେ ଗୋଟିଏ ରାଜକୁମାର କଲେଜର ପ୍ରତିଷ୍ଠା କରିଥିଲେ]